panchranga
ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ୧୧ ତାରିଖ ସନ୍ଧ୍ୟାରେ ଘରେ କେହି ନ ଥିବା ବେଳେ ଅଭିଯୁକ୍ତ ଦ୍ୱୟ ଘରେ ପଶି ନାବାଳିକାଙ୍
ମାଲକାନଗିରି: ଛତିଶଗଡ଼ରେ ମାଓବାଦୀ ସଂଗଠନକୁ ଦୁର୍ବଳ କରିବା ପାଇଁ ସୁରକ୍ଷାବାହିନୀର ଅଭିଯାନ ଜାରି ରହିଥିବାବେଳେ ବିଜାପୁର ଜିଲ୍ଲାରେ ୬ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଓଡ଼ିଶାରେ ସକ୍ରିୟ ଥିବା ୪ ଜଣ ମାଓବାଦୀ କ୍ୟାଡର ରହିଥିବାବେଳେ ପଶ୍ଚିମ ବସ୍ତର ଡିଭିଜନର ସଂଗଠନରୁ ଅଲଗା ହୋଇଥିବା ଅନ୍ୟ ୨ ଜଣ ମ
No grassroots reports in this hub.
No discourse threads in this hub.