panchranga
ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ସପା) ନେତା ଆଜମ ଖାନଙ୍କ ଅଡୁଆ ଆହୁରି ବଢ଼ିଛି। ସରକାରୀ ଅର୍ଥର ବ୍ୟବହାର ଏବଂ ଦୁର୍ନୀତି ଅଭିଯୋଗରେ ଅଜୀମନଗର ଥାନାରେ ଇଡି ପକ୍ଷରୁ ଏତଲା ଦାଏର କରାଯାଇଛି। ମୌଲାନା ମହମ୍ମଦ ଅଲ୍ଲୀ ଜୌହର ବିଶ୍ୱବିଦ୍ୟାଳୟ ନିର୍ମାଣରେ ଖର୍ଚ୍ଚ ହୋଇଥିବା ୪୧୬ କୋଟି ଟଙ୍କାର ହିସାବ ମିଳୁନଥିବା ଅଭିଯୋଗ ହୋଇଛି। ଏଫ୍‌ଆଇଆର୍‌ରେ ପାଞ୍ଚ ଜଣଙ୍କ
No grassroots reports in this hub.
No discourse threads in this hub.