panchranga
ନୂଆଦିଲ୍ଲୀ: ପ୍ରତିରକ୍ଷା ଯୋଗାଯୋଗକୁ ଅଧିକ ସୁରକ୍ଷିତ କରିବାରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଓଡ଼ିଶାର ଚାନ୍ଦିପୁରରେ କ୍ୱାଣ୍ଟମ୍ କୀ ବଣ୍ଟନ(କ୍ୟୁକେଡି) ପ୍ରଯୁକ୍ତିର ସଫଳତାପୂର୍ବକ ପରୀକ୍ଷଣ କରିଛି। ଏହି ପ୍ରଯୁକ୍ତି ଅସ୍ତ୍ର ପରୀକ୍ଷଣ ସମୟରେ ପ୍ରାପ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ବାସ୍ତବ ସମୟ ତଥ୍ୟକୁ
ମୁମ୍ବାଇ,୧୪।୧୦:ବଲିଉଡ ଅଭିନେତା ଅଜୟ ଦେବଗନଙ୍କ କ୍ୟାରିୟରରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ତାଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ ରିଲିଜ୍ ମାତ୍ର ୧୨ ଦିନ ମଧ୍ୟରେ ବିଶ୍ୱବ୍ୟାପୀ ବକ୍ସ ଅଫିସ୍ ୫୦୦ କୋଟି ଟଙ୍କାରୁ ଅଧିକ ଆୟ କରିଛି। ଏହା ଅଜୟଙ୍କ କ୍ୟାରିୟରର ପ୍ରଥମ ୫୦୦ କୋଟିର ଫିଲ୍ମ। ତେବେ ଫିଲ୍ମଟି ଏହି ସଫଳତା ହାସଲ କରିଥିଲେ ମଧ୍ୟ ୧୦୦୦ କୋଟି ଟଙ୍କାର ଲକ୍
No grassroots reports in this hub.
No discourse threads in this hub.