panchranga
ମୁମ୍ବାଇ,୧୪।୧୦: ମହାରାଷ୍ଟ୍ରରେ ମରୁଡ଼ି ପରିସ୍ଥିତି ମଧ୍ୟରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ସରକାର। ଦୀପାବଳି ପୂର୍ବରୁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଅଗ୍ରିମ ରାଶି ପଠାଯିବ। ଏହାଦ୍ୱାରା ପର୍ବ ପୂର୍ବରୁ ଆର୍ଥିକ ସଙ୍କଟରେ ଥିବା ଚାଷୀଙ୍କୁ ଆଶ୍ୱସ୍ତି ମିଳିବା ଆଶା କରାଯାଉଛି। ସୂଚନା ଅନୁଯାୟୀ, ମହାରାଷ୍ଟ
No grassroots reports in this hub.
No discourse threads in this hub.